ଦିହ ସହିବା
ଦେଖଣା
ଦିହ ସହିବା
ଉଚ୍ଚାରଣ
[ସମ୍ପାଦନା](ଦିହସୁହାଯିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦିହ ସହିବା
|
ଦେଶଜ - ବିଶେଷ୍ୟ - (କୌଣସି ବିଷୟ କୌଣସି ବ୍ୟକ୍ତିର)
[ସମ୍ପାଦନା]ସହ୍ୟ ଦେବା —୧. Being bearable.
(ଯଥା—ମୋ ଆଗରେ ମୋ ପୁଅକୁ ମାଡ଼ ଦେଲେ ମୋ ଦାହ ସହିବ ନାହିଁ )
- ୨. ଅଭ୍ୟାସଦ୍ୱାରା କୌଣସି ବିଷୟ କୌଣସି ବ୍ୟକ୍ତିର ସ୍ୱାସ୍ଥ୍ୟର ଅନୁକୂଳ ହେବା —୨. (any thing) Becoming suitable to a person's constitution by habit.