Jump to content

ଦି ଚଉକ

ଉଇକିଅଭିଧାନ‌ରୁ

ଦି ଚଉକ

ଉଚ୍ଚାରଣ

[ସମ୍ପାଦନା]

(ଦିଚୌକ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପଶାଖେଳରେ ତିନୋଟି କାଠିରେ ଚାରି ପଡ଼ିବ ଦାନ —A throw of the dice resulting in ୪ points turning up on three dice-sticks.

[ଦ୍ରଷ୍ଟବ୍ୟ —ଗୋଟିଏ କାଠିରେ ୨ ଏବଂ ଅନ୍ୟ ୨ କାଠିରେ ୧ ଲେଖାଏଁ ପଡ଼ିଲେ ତାହା ଦି ଚଉକ ଦାନ ହୁଏ]