ଦି ଚାଳି
(ଦିଚାଳିଆ—ଅନ୍ୟରୂପ)
ଯେଉଁ ଚାଳର ମଥାନଠାରୁ ଚାଳ ଦୁଇଆଡ଼କୁ ଢାଲୁ ହୋଇଥାଏ —Two-sloped thatch.
ଯେଉଁ ଘରର ଚାଳ ଦୁଇ— ଆଡ଼କୁ ଢାଲୁ ହୋଇଥାଏ; ନାହାଚାଳିଆ — With the thatch sloping to both sides.