ଦି ଟିକି
ଦେଖଣା
ଦି ଟିକି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଦିଟିକ୍—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱି+ ସ୍ତୋକ)
[ସମ୍ପାଦନା]ଅତି କ୍ଷୁଦ୍ର ଦୁଇ ଖଣ୍ଡ — Two very small pieces; two bits.
(ଯଥା—ସେ କଟା ଆମ୍ୱରୁ ମୋତେ ଦିଟିକି ଦେ)
ବିଶେଷଣ -
[ସମ୍ପାଦନା]- ୧. ଦୁଇ କ୍ଷୁଦ୍ର ଖଣ୍ଡବିଶିଷ୍ଟ — ୧. Consisting of two small pieces.
(ଯଥା—ସେ ଦିଟକି ଲେମ୍ୱୁ କି ମୋତେ ଅଣ୍ଟୁଛି?)
- ୨. ଦ୍ୱିଖଣ୍ଡିତ; ଦ୍ୱିଧା ବିଭକ୍ତ — ୨. Cut into two small bits.
(ଯଥା—ସେ ଟିକିକ ଦିଟିକି କରି ଦେ)