ଦି ନଳିଆ
(ଦି ନଳୀ, ଦୋହୋରି ନଳୀ; ଦୋହରି ନଳିଆ—ଅନ୍ୟରୂପ)
ଦୁଇ ନଳି ଥିବା (ଦ୍ରବ୍ୟ) — Double-barrelled (article).
ଦୁଇ ନଳି ଥିବା ବନ୍ଧୁକ — Double-barrelleed gun.