Jump to content

ଦି ପଖା

ଉଇକିଅଭିଧାନ‌ରୁ

ଦି ପଖା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱି+ପକ୍ଷ)

[ସମ୍ପାଦନା]
୧. ଦୁଇ ଦିଗ; ଦୁଇପାର୍ଶ୍ୱ; ଦୁଇ ପାଖ —୧. Both sides.

(ଯଥା—ଚୁଲିର ଦିପଖାରେ ଦୁଇଟି ହାଣ୍ଡି ବସାଅ)

୨. ଦି ଫଡ଼ା —୨. Two halves.

(ଯଥା—ଏ ନଡ଼ିଆ ବରଡ଼ାଟକୁ ଦିପଖା କରି ଓଲଟା ବାଗରେ ଯୋଡ଼ି ଚାଞ୍ଚ ବୁଣ ତୁ ଇମିତି ହଉଛୁ ଯେ, ଜାଣି ଥା, ମୁଁ ଟିକିଏ ରାଗି ଗଲେ ତୋତେ ଦି ପଖା କରି ଚିରି ଦେବି)

୩. ଦୁଇ ହାତରେ ଦୁଇ ଡେଣା —୩. The two arms.

(ଯଥା—ଭୀମ ଦୁଇ ହୁଙ୍କାରରେ ଦୁଃଶାସନର ଦି ପଖା ଛିଣ୍ଡାଇ ଫିଙ୍ଗି ଦେଲେ)

ବିଶେଷଣ -

[ସମ୍ପାଦନା]

ଦୁଇ ପାର୍ଶ୍ୱ ବା ପଖାବିଶିଷ୍ଟ (ଚୂଲୀ) —Two-sided; having two openings.

(ଯଥା—ଦିପଖା ଚୁଲୀଟା ଲଗାଇଦେଶଜ - ଯେ, ଭାତ ତିଅଣ ଏକା ବେଳେକେ ହୋଇଯିବା)