ଦି ପିଠିଆ
ଦେଖଣା
ଦି ପିଠିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଦ୍ୱି+ପୃଷ୍ଠ)
[ସମ୍ପାଦନା]- ୧. ଦୋରୁଖା; ଯେଉଁ ଲୁଗାର ଦୁଇପିଠି ବା ପାଖର ରଙ୍ଗ ବା ବୁଣା ଏକପ୍ରକାର ୧. (cloth) Having the same colour or texture on both sides.
- ୨. ଯେଉଁ ଛାପା କାଗଜର ଦୁଇ ପିଠି ବା ପାଖରେ ଛାପାହୁଏ — ୨. (paper) Which is printed on bioth sides.
- ୩. ଯେଉଁ ଘୋଡ଼ା ଜୀନ୍ସବାରି ଓ ଗାଡିଟଣା କାମରେ ଲାଗେ —୩. (hores) Which is used for both driving and riding.
- ୪. ଯେଉଁ ବଳଦ ଗାଡ଼ି ଟାଣେ ଓ ହଳରେ ଲାଗେ — ୪. (bullock) Which draws the cart as well as the plough.