Jump to content

ଦି ରେଫ

ଉଇକିଅଭିଧାନ‌ରୁ

ଦି ରେଫ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଯାହା ମୁହଁରେ ଦୁଇଟି ରେଫ ପରି ନିଶ ଥାଏ; କିମ୍ୱା ଯେଉଁ ଶବ୍ଦରେ ଦୁଇଟି 'ର' ଅକ୍ଷର ବ୍ୟବହୃତ 'ଭ୍ର' ଓ 'ର')

[ସମ୍ପାଦନା]
୧. ଭ୍ରମର —୧. A bee; black bee.
୨. ବର୍ବର (ହିନ୍ଦୀ - ଶବ୍ଦସାଗର) (ଦେଖ) - ୨. Barbara (See)