Jump to content

ଦୀକ୍ଷକ

ଉଇକିଅଭିଧାନ‌ରୁ

ଦୀକ୍ଷକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ଦୀକ୍ଷ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଦୀକ୍ଷାଦାତା; ଦୀକ୍ଷାଗୁରୁ —୧. Spirotual guide; spiritual preceptor.
୨. ଶିକ୍ଷକ —୨. Teacher; instructor.