ଦୀକ୍ଷଣୀୟ
ଦେଖଣା
ଦୀକ୍ଷଣୀୟ
ଉଚ୍ଚାରଣ
[ସମ୍ପାଦନା](ଦୀକ୍ଷଣୀୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୀକ୍ଷ୍ ଧାତୁ+କର୍ମ. ଏନୀୟ)
[ସମ୍ପାଦନା]ଦୀକ୍ଷାଦାନର ପାତ୍ର; ଯାହାକୁ ଦୀକ୍ଷାଦାନ କରିବାକୁ ହେବ —Deserving initiation into spiritual teaching.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦୀକ୍ଷା ସାଧନ ହବିଃ; ଦୀକ୍ଷାଦାନବେଳେ ହୋମରେ ବ୍ୟବହୃତ ଘୃତ —Sacrificial ghee.