Jump to content

ଦୀକ୍ଷିତ

ଉଇକିଅଭିଧାନ‌ରୁ

ଦୀକ୍ଷିତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - ପୁ. (ଦୀକ୍ଷ୍+କର୍ମ. ତ)

[ସମ୍ପାଦନା]
୧. ଦୀକ୍ଷାପ୍ରାପ୍ତ — ୧. Initiated intop a religious tenet.
୨. ଶିକ୍ଷାପ୍ରାପ୍ତ —୨. Instructed.
୩. ଯଜ୍ଞାଦି ନିମନ୍ତେ ସଂଙ୍କଳ୍ପିତ ବା ଉତ୍ସୃଷ୍ଟ — ୩. Consecrated with a view to offer vedic sacrifice; prepared for a sacrifice.
୪. ଧର୍ମଯାଜକଙ୍କଦ୍ୱାରା କୌଣସି ଧର୍ମରେ ଦୀକ୍ଷା ପାଇଥିବା — ୪. Baptised.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦୀଖିତ (ଦେଖ) - —Dīkhite (See)