Jump to content

ଦୀକ୍ଷ୍ (ଧାତୁ)

ଉଇକିଅଭିଧାନ‌ରୁ

ଦୀକ୍ଷ୍ (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]
୧. ଉପଦେଶ ଦେବା — ୧. To advise.
୨. ଶିକ୍ଷା ଦେବା —୨. To teach.
୩. କୌଣସି ଧର୍ମ ବା ବ୍ରତରେ ଦୀକ୍ଷିତ ହେବାପାଇଁ ସଙ୍କଳ୍ପ କପରିବା ବା ପ୍ରସ୍ତୁତ ହେବା —୩. To ciossecrate or prepare one self for intiation into any sacrifice or religious observance (Apte).
୪. କୌଣସି ସଙ୍କଳ୍ପିତ କର୍ମ ପାଇଁ ଆପଣାକୁ ଉତ୍ସର୍ଗ କରିବା — ୪. To dedicate oneself for any object (Apte).
୫. ଦ୍ୱିଜାତୀୟ ବାଳକକୁ ବିଧ୍ୱପୂର୍ବକ ଯଜ୍ଞୋପବୀତ ଧାରଣ କରାଇବା —To invest a boy with the sacred thread (Apte).
୬. ଦୀକ୍ଷା ଦେବା; ଶିଷ୍ୟକୁ ମନ୍ତ୍ର ଦେବା — ୬. To initiate a disciple into the esotoric formula of a sect.
୭. କ୍ଷୌର ହେବା; ମସ୍ତକ ମୁଣ୍ଡନ କରିବା — ୭. To shave one's head (Apte).
୮. ସଂଯମ ସାଧନ କରିବା — ୮. To practise self-restraint (Apte).