ଦୀଖିତ
ଦେଖଣା
ଦୀଖିତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଦିଗତ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୀକ୍ଷିତ)
[ସମ୍ପାଦନା]- ୧. ଯାଜ୍ଞିକ ବ୍ରାହ୍ମଣଙ୍କ ବଂଶୋପାଧି ବିଶେଷ —୧. A family title of Brahmans who or whose ancestor have performed vedic sacrifices.
- ୨. ପଣ୍ଡା (ଦେବଳଙ୍କ) ମାନଙ୍କର ବଂଶୋପାଧି ବିଶେଷ —୨. The family title of a sect of Paṇḍā Brāhmaṇas engaged in the service of idols.