ଦୀନ
ଦେଖଣା
ଦୀନ
ଉଚ୍ଚାରଣ
[ସମ୍ପାଦନା](ଦୀନା—ସ୍ତ୍ରୀ)
(ଦୀନତା; ଦୀନତ୍ୱ—ବି)
ସଂସ୍କୃତ - ବିଶେଷଣ - ପୁଂ. (ଦୀ ଧାତୁ କ୍ଷୟ ପାଇବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ଦରିଦ୍ର; ଗରିବ; ଅର୍ଥହୀନ —୧. Poor; indigent; penniless.
- ୨. ଅଭାବ ଗ୍ରସ୍ତ — ୨. Needy; destitute.
- ୩. କାତର Perplexed; afflicted.
ଶ୍ରମେ ଏକଦିନ ଘନ ନିଦେ ଅଚେତନ ବନଜାକ୍ଷୀକି ଦୁଃଖଭାଜନ ଜନ ଉପେନ୍ଦ୍ର ଭଞ. ପ୍ରେମସୁଧାନିଧି
- ୪. ଶୋଚ୍ୟ —୪. Pitiable.
- ୫. ଦୁଃଖିତ; ବ୍ୟଥିତ — ୫. Sorry, grieved; melancholy.
- ୬. ହୀନ —୬. Deficient; wretched; lowly.
- ୭. କ୍ଷୁବ୍ଧ; ସନ୍ତପ୍ତ; ବ୍ୟାକୁଳ — ୭. Distressed; agitated.
- ୮. ତ୍ରସ୍ତ; ଭୀତ —୮. Afraid; frightened; timid.
- ୯. କୃଶ —୯. Thin.
- ୧. କ୍ଷୟପ୍ରାପ୍ତ —୧୦. Decayed; fallen into decay.
- ୧୧. ବିନୀତ; ଅତିଶୟ ନମ୍ର —୧୧. Very humble.
ବିଶେଷ୍ୟ -
[ସମ୍ପାଦନା]ଢଗର ଫୁଲ —A kind of flower; (Tabernaemontana coronaria.)
(ଦୀନୁ, ଦୀଲେଇ—ଅନ୍ୟରୂପ)
(ଦୀନା, ଦୀନିଆ, ଦୀନୁଆ—ଅନାଦରାର୍ଥ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦୀନବନ୍ଧୁର ଆଦରାର୍ଥକ ଡାକ ନାମ —A name by which Dīnabandhu is called in fondness.