ଦୀନତା
ଦେଖଣା
ଦୀନତା
ଉଚ୍ଚାରଣ
[ସମ୍ପାଦନା](ଦୀନତ୍ୱ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଦୀନ+ଭାବାର୍ଥେ. ତା)
[ସମ୍ପାଦନା]- ୧. ଦୈନ୍ୟ; ଦୀନଭାବ; ଦାରିଦ୍ର୍ୟ —୧. Poverty; indigence.
- ୨. ସନ୍ତାପ;ଦୁଃଖ —୨. Affiction; sorrow.
ବାହୁରେ କରି ବନ୍ଧନ ବୋଲୁଥାଉ ଏକା ଧନ ବାଧି ନ ପାରେ ଦୀନତା ଉନ୍ନତା ମୁଁ ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ
- ୩. କାତରତା; ବ୍ୟାକୁଳତା — ୩. Perturbation; distress.
- ୪. ଅତ୍ୟନ୍ତ ବିନୟ —୪. Humility.