ଦୀନନାଥ
ଦେଖଣା
ଦୀନନାଥ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ଦୀନ+ନାଥ; ୬ଷ୍ଠୀ ତତ୍)
[ସମ୍ପାଦନା]- ୧. ଦୁଃଖୀଜନଙ୍କ ସ୍ୱାମୀ; ଦରିଦ୍ରର ପାଳକ (ଈଶ୍ୱରଙ୍କ ପ୍ରତି ପ୍ରଯୁଜ୍ୟ) — ୧. Protector of the poor; shelter of the indigent (an epithet of God).
- ୨. ଭଗବାନ୍ —୨. God.
ଦେଶଜ - ବିଶେଷ୍ୟ - ପୁଂ.
[ସମ୍ପାଦନା]ଲୋକଙ୍କ ନାମ —Name given to males.