ଦୀନବନ୍ଧୁ ରାୟ
ଜଣେ ଗଡ଼ଜାତର ରାଜା ଓ ପ୍ରାଚୀନ କବି —A feudatory chief who was also a poet.
[ଦ୍ରଷ୍ଟବ୍ୟ —ଜଣେ ଗଡ଼ଜାତ ରାଜା 'ରାଧାବିଳାସ' ନାମରେ ଖଣ୍ଡିଏ ଗ୍ରନ୍ଥ ଏହାଙ୍କଦ୍ୱାରା ରଚିତ ହୋଇଥିଲା ] ତାରିଣୀ—ଉତ୍କଳ ସାହିତ୍ୟ ଇତିହାସ ]