ଦୀନଭାବାପନ୍ନ
=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦାନ+ଭାବ+ଆପନ୍ନ;୬ଷ୍ଠୀ ଓ ୩ୟା ତତ୍;)
ଅତ୍ୟନ୍ତ କାତର ବା ସନ୍ତପ୍ତ; ଦୀନତାପ୍ରାପ୍ତ — Very much afficted or distressed; treduced to a state of utter wretchedness.