Jump to content

ଦୀପ

ଉଇକିଅଭିଧାନ‌ରୁ

ଦୀପ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୀପ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଆଲୋକାଧାରା; ପ୍ରଦୀପ —୧. A lamp.
୨. ଆଲୋକ —୨. A light.
୩. ତେଲ ଓ ବଳିତା ସାହାଯ୍ୟରେ ଜଳାଯିବା ଆଧାର — ୩. An oil lamp.
୪. ଜଳୁଥିବା ନିଆଁର ଶିଖା —୪. A burning flame.
୫. (ଲକ୍ଷଣାର୍ଥ) (କୌଣସି କୁଳ ବା ଅଞ୍ଚଳରେ ପ୍ରଦୀପ ପରି) ପ୍ରଭାବଶାଳୀ ବ୍ୟକ୍ତ —୫. (figurative) A glorious person.

[ଦ୍ରଷ୍ଟବ୍ୟ —ଏହି ଅର୍ଥରେ ଅନ୍ୟ ଶବ୍ଦ ସଙ୍ଗେ ମଧ୍ୟ ଏହା ବ୍ୟବହୃତ ହୁଏ ଯଥା—ସେ ଆମ କୁଳଦୀପ ]

(ସଂସ୍କୃତ - ଦ୍ୱୀପ)

[ସମ୍ପାଦନା]

ଦ୍ୱୀପ —An island.

ବିଜ୍ୱଳିତ ଦୀପେ ଯେ ସଂରିରଈଶ ସରି ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ପ୍ରକାଶକ; ଯାହା ଉଜ୍ଜ୍ୱଳ କରେ ୧. Illuminating


୨. (ଲକ୍ଷଣାର୍ଥ)—ପ୍ରଭାଶାଳୀ — ୨. (figurative) Glorious; brilliant; glorifying.



ଦୀପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱି+ ପା ଧାତୁ+ ଅ)

[ସମ୍ପାଦନା]
୧. ଟାପୁ; ଚତୁର୍ଦ୍ଦିଗରେ ଜଳ— ବେଷ୍ଟିତ ଭୂଖଣ୍ଡ —୧. Island (surrounded by water on all sides).

[ଦ୍ରଷ୍ଟବ୍ୟ —ହିନ୍ଦୁମାନଙ୍କ ପୁରାଣ ମତରେ ପୃଥିବୀ ମେରୁ ପର୍ବତକୁ ଘେରିଥିବା ସାତ ପରସ୍ତ ସମୁଦ୍ର ବେଷ୍ଟିତ ସାତଗୋଟି ଦ୍ୱୀପରେ ବିଭକ୍ତ ଥିଲା; ତହିଁ ମଧ୍ୟରୁ ଜମ୍ୱୁ ଦ୍ୱୀପର ଏକାଂଶ ଭାରତବର୍ଷ ସପ୍ତଦ୍ୱୀପର ନାମ ଯଥା—ଜମ୍ୱୁ, କୁଶ, ପ୍ଳକ୍ଷ, ଶାଳ୍ମଳୀ, କୌଞ୍ଚ. ଶାକ ଓ ପୁଷ୍କର]

୨. ବ୍ୟାଘ୍ର ଚର୍ମ —୨. Tiger skin.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱିପ)

[ସମ୍ପାଦନା]

ହସ୍ତୀ —Elephant.

ଦିବ୍ୟସିଦ୍ଧ ପରମ୍ପରା ଲବଣ ଯେ ଇକ୍ଷ ସୁରା ଘୃତ ଦଧି ଦୁଗ୍ଧ ପୟ ସାତ ବଳିଷ୍ଠ ବିଧିରେ ଉଦେ ଅଧିକ ରକ୍ତ ସମୁଦ୍ରେ ତହିଁ ଏଥି ମଧ୍ୟେ ଦ୍ୱୀପ ସ୍ପିତ ଯେ ଭଞ୍ଜ. ବୈଦେହୀଶବିଳାସ