Jump to content

ଦୀପଜଳା

ଉଇକିଅଭିଧାନ‌ରୁ

ଦୀପଜଳା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି(ସଂସ୍କୃତ - ଦୀପ+ଜ୍ୱଳନ)

[ସମ୍ପାଦନା]
୧. ଦୀପ ଜାଳିବା କାର୍ଯ୍ୟ — ୧. The burning of a lamp or candle.
୨. ଦୀପ ଜାଳିବା କର୍ମ — ୨. The lighting of a lamp.