Jump to content

ଦୀପଦାନି

ଉଇକିଅଭିଧାନ‌ରୁ

ଦୀପଦାନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୀପ+ଆଧାନ)

[ସମ୍ପାଦନା]

ଆରତି ବା ପୂଜା ସମୟରେ ଦେବତାଙ୍କୁ ବନ୍ଦାଇବାରେ ବ୍ୟବହୃତ ଦୀପ ଯେଉଁ ପାତ୍ରରେ ରଖାଯାଏ —A lamp-stand for holding a lamp which is waved before an idol during worship.