ଦୀପପେଲା
ଦେଖଣା
ଦୀପପେଲା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବଣ
[ସମ୍ପାଦନା]- ୧. (ଲକ୍ଷଣାର୍ଥ) ଖୋସାମତିଆ (ବ୍ୟକ୍ତି) — ୧. Flattering (person).
ପର ଗାଈଦୁହାଁ ଦୀପପେଲା, ଏ ଲୋକ ଜୀଇଁ ଥାଉଁ ଥାଉଁ ମଲା—ଢଗ
- ୨. ଯେଉଁ ବ୍ୟକ୍ତି ଅତି ହୀନଭାବରେ ଅନ୍ୟ ବ୍ୟକ୍ତିର କଥା ଓ କର୍ମମାନ ଅନୁମୋଦନ କରେ —୨. Slavishly subservient.
ବିଶେଷ୍ୟ -
[ସମ୍ପାଦନା]- ୧. ଦୀପର ଶିଖାକୁ ପ୍ରଖର କରିବାପାଇଁ ଦୀପରେ ପଡ଼ି— ଥିବା ବଳିତାକୁ ତେଜିବା; ଦୀପତେଜିବା — ୧. Trimming of a lamp.
- ୨. ଯେଉଁ କାଠିଦ୍ୱାରା ଦୀପ ତେଜାଯାଏ — ୨. Stick or pick used in trimming the wick of a lamp.
- ୩. (ଲକ୍ଷଣାର୍ଥ) ଅନ୍ୟ ବ୍ୟକ୍ତିର ସବୁ କାର୍ଯ୍ୟରେ ଅନୁମୋଦନ — ୩. (figurative) Alavishly following or approving of a person's acts and words.