Jump to content

ଦୀପବାନ୍

ଉଇକିଅଭିଧାନ‌ରୁ

ଦୀପବାନ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦ୍ୱୀପ+ ବତ୍; ୧ମା. ୧ବ)

[ସମ୍ପାଦନା]
୧. ଦ୍ୱୀପବିଶିଷ୍ଟ — ୧. Studded with isles; abounding in islands.
୨. ଯହିଁରେ ଅନେକ ଦ୍ୱୀପ ଅଛି — ୨. Having many islands.

ବିଶେଷ୍ୟ -

[ସମ୍ପାଦନା]
୧. ସମୁଦ୍ର —୧. The sea.
୨. ନଦ —୨. A big and shallow river.