ଦୀପମୁଣ୍ଡିଆ
ଦେଖଣା
ଦୀପମୁଣ୍ଡିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବାଲୁଗାଁ ନିକଟବର୍ତ୍ତୀ ଚିଲିକାକୂଳସ୍ଥ ଗୋଟିଏ ପାହାଡ଼; ଦୀପ ଆଡ଼ିଆ ପାହାଡ଼ —A hill on the bank of Chilkā lake near Bālugāñ
[ଦ୍ରଷ୍ଟବ୍ୟ —ପୂର୍ବେ ଚିଲିକାରେ ବୋଇତ ଚଳିବାବେଳେ ଏହା ବତିଘରରୂପେ ବ୍ୟବହୃତ ହେଉଥିଲା ବର୍ତ୍ତମାନ ଏ ପାହାଡ଼ ଉପରେ ଦୀପ ଆକୃତିର ଗୋଟିଏ ଗହ୍ୱର ଅଛି—ରାଧାଚରଣ ପଣ୍ଡା ଉତ୍କଳ ସାହିତ୍ୟ]