ଦୀପାବଳୀ ଅମାବାସ୍ୟା
ଦେଖଣା
ଦୀପାବଳୀ ଅମାବାସ୍ୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମାର୍ଗଶିର ଅମାବାସ୍ୟା — ୧. The new-moon day of the month of Mārgaṡira.
[ ଦ୍ର—ଏ ଦିନ ହିନ୍ଦୁ ଗୃହସ୍ଥ ମାନେ ଦେବାଳୟରେ ଦୀପାବଳୀ ପ୍ରଜ୍ୱାଳନ କରନ୍ତି ଓ ଜଗନ୍ନାଥ ମନ୍ଦିରରେ ଦୀପାବଳୀ ଉତ୍ସବ ହୁଏ ]
- ୨. କାର୍ତ୍ତିକ ଅମାବାସ୍ୟା — ୨. The new-moon day of Kārttika. (month).
[ ଦ୍ର—ଏହାକୁ ପ୍ରଦୀପମାବାସ୍ୟା ବା ଦେବାଲି ଅମାବାସ୍ୟା କୁହା— ଯାଏ ଏ ଦିନ ସନ୍ଧ୍ୟା ପରେ ଶ୍ରାଦ୍ଧ କରାଯାଏ ଓ ପିତଲୋକଙ୍କୁ ଦୀପଦାନ କରାଯାଏ ଓ ଗୃହାଦି ଦୀପାବଳୀଦ୍ୱାରା ସୁଶୋଭିତ କରାଯାଏ ଖ୍ରୀଷ୍ଟପୂର୍ବ ୫୨୭:ରେ ଜୈନଗୁରୁ ମହାବୀର କାର୍ତ୍ତିକ ମାସ ସ୍ୱାତି ନକ୍ଷତ୍ରରେ ଅମାବାସ୍ୟା ଦିନ ରାତ୍ରି ଶେଷରେ ନିର୍ବାଣ ପ୍ରାପ୍ତ ହୋଇ— ଥିଲେ ଏଥିପାଇଁ ଜୈନମାନେ ମଧ୍ୟ ଏ ଦୀପଦାନ ଉତ୍ସବ କରନ୍ତି—ଜ୍ଞାନେଦ୍ରଙ୍କ ଉଦ୍ଧୃତ ହରିବଂଶ ]