ଦୀପିକା
ଦେଖଣା
ଦୀପିକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦୀପକ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଟୀକା ଗ୍ରନ୍ଥ ବିଶେଷ — ୧. A commentary; a title of annotation off various books (e.g. Astrology Grammar).
(ଯଥା—ଶ୍ରୀ ନିବାସ ଦୀପିକା)
- ୨. ଚନ୍ଦ୍ରକିରଣ; ଜ୍ୟୋସ୍ନା —୨. Moon-light.
- ୩. ରାଗିଣୀବିଶେଷ — ୩. Name of a sub-tune in Hindu music.
- ୪. ଆଲୋକ —୪. Light; a torch.
- ୫. ଛୋଟ ଦୀପ —୫. Small lamp.
ସଂସ୍କୃତ - ବିଶେଷଣ - (ଦୀପିକ+ସ୍ତ୍ରୀ. ଆ)
[ସମ୍ପାଦନା]ଦୀପକର ସ୍ତ୍ରୀ ଲିଙ୍ଗ — Feminine of Dīpaka.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କଟକ ପ୍ରିଣ୍ଟିଙ୍ଗ କୋମ୍ପାନୀରୁ ପ୍ରକାଶିତ ସ୍ୱର୍ଗୀୟ ରାୟ ବାହାଦୁର ଗୌରିଶଙ୍କର ରାୟଙ୍କ ପ୍ରତିଷ୍ଠିତ ଉତ୍କଳର ପ୍ରାଚୀନତମ ସାପ୍ତାହିକ ପତ୍ରିକା; ଉତ୍କଳ ଦୀପିକା — The Utkal Dīpikā, the oldest Oriya weekly paper published from the Cuttack printing Company and started by the late Rai Bahadur Gouri Sankar Roy.