ଦୀପିତ
ଦେଖଣା
ଦୀପିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଦୀପ୍ ଧାତୁ ଣିଜନ୍ତ=ଦୀପି ଧୀତୁ +କର୍ମ. ତ)
[ସମ୍ପାଦନା]- ୧. ଜ୍ୱାଳିତ —୧. Ignited; kindled; set fire to, lighted; illuminated.
- ୨. ଉତ୍ତେଜିତ —୨. Excited; inflamed.
- ୩. ପ୍ରକାଶିତ —୩. Manifested.
ଦେଶଜ - (ପଦ୍ୟ)ବିଶେଷଣ -
[ସମ୍ପାଦନା]- ୧. ଶୋଭିତ — ୧. Adorned; decorated.
ବାରଣ ବୃଷା ଗର୍ବ କରି ଭରୁ ଦୀପତ ଉପେନ୍ଦ୍ରଭଞ୍ଜ. ବୈଦେହୀଳବିଳାସ
- ୨. ନିଯୁକ୍ତ —୨. Appointed; fitted up.
ବାତ ଜାତ ପୟରେ ଦୀପତ ସେ ସମୟ ଯେ ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ
- ୩. ଉଜ୍ୱଳ —୩. Brighy; shining.
ଦୀପିତ ମଣି କଙ୍କଣ ହାର ତରଳ କାଞ୍ଚନ ପ୍ରାଚୀ. ରସବାରିଧି