Jump to content

ଦୀପିତା

ଉଇକିଅଭିଧାନ‌ରୁ

ଦୀପିତା

ଉଚ୍ଚାରଣ

[ସମ୍ପାଦନା]
(ଦୀପିତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଦୀପିତୃ; ଦୀପ୍ ଧାତୁ=ଦୀପ୍ତି କରିବା+କତ୍ତୃତ୍ୱ;୧ମା.୧ବ)

[ସମ୍ପାଦନା]
୧. ଦୀପ୍ତିକାରକ — ୧. Illuminating.
୨. ପ୍ରକାଶକ —୨. Illuminating; elucidating.