Jump to content

ଦୀପିବା

ଉଇକିଅଭିଧାନ‌ରୁ

ଦୀପିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଦୀପ୍ ଧାତୁ)

[ସମ୍ପାଦନା]

ଦୀପ୍ତ ହେବା; ତେଜ ବା ଆଲୋକ ଦେବା — To be ignited or lighted; to radicate heat or light.

କନକ କାନ୍ତି ଅଗ୍ନିଶିଖା ଦୀପିକେ ରାଧାନାଥ. ମେଘଦୂତ