Jump to content

ଦୀପ୍ତପିଙ୍ଗଳ

ଉଇକିଅଭିଧାନ‌ରୁ

ଦୀପ୍ତପିଙ୍ଗଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ଦୀପ୍ତ=ଉଜ୍ଜଳ+ପିଙ୍ଗଳ=ପିଙ୍ଗଳ ବର୍ଣ୍ଣ; ବହୁବ୍ରୀହି)

[ସମ୍ପାଦନା]
୧. (ବହୁବ୍ରୀହି) ସିଂହ —୧. Lion.


୨. (କର୍ମଧାରୟ) ଉଜ୍ୱଳ ପିଙ୍ଗଳବର୍ଣ୍ଣ — ୨. Bright tawny colour.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଉଜ୍ୱଳ ପିଙ୍ଗଳବିଶିଷ୍ଟ — Of a bright tawny colour.