Jump to content

ଦୀପ୍ତାଗ୍ନି

ଉଇକିଅଭିଧାନ‌ରୁ

ଦୀପ୍ତାଗ୍ନି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୀପ୍ତ+ଅଗ୍ନି=ଜଠରାନତ)

[ସମ୍ପାଦନା]
୧. (ବହୁବ୍ରୀହି) ଅଗସ୍ତି ମୁନି — ୧. The sage Agasti.
୨. (କର୍ମଧା) ଜଳୁଥିବା ନିଆଁ —୨. Blazing fire.
୩. ତୀକ୍ଷ୍ଣ ଜଠରାନଳ — ୩. Sharp appetite.

ବିଶେଷଣ -

[ସମ୍ପାଦନା]
୧. ତୀକ୍ଷ୍ଗ ଜଠରାନଳବିଶିଷ୍ଟ —୧. Of good digeestion; able to digest any food; of sharp appetite.
୨. ଅତ୍ୟନ୍ତ କ୍ଷୁଦାର୍ତ୍ତ —୨. Very hungry.