Jump to content

ଦୀପ୍ତିକର

ଉଇକିଅଭିଧାନ‌ରୁ

ଦୀପ୍ତିକର

ଉଚ୍ଚାରଣ

[ସମ୍ପାଦନା]
(ଦୀପ୍ତିକରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଦୀପ୍ତି+କର; ଉପପଦ ତତ୍)

[ସମ୍ପାଦନା]
୧. ଜାଜ୍ୱଲ୍ୟମାନ; ତୋଫା; ଶୋଭାନ୍ନିତ — ୧. Glittering; bright; lustrous; luminous; effulgent.
୨. ଜୀର୍ଣ୍ଣକାରକ —୨. Conducive to digestion (Apte).