Jump to content

ଦୀପ୍ତିଲୋଚନ

ଉଇକିଅଭିଧାନ‌ରୁ

ଦୀପ୍ତିଲୋଚନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଦୀପ୍ତି ଅଟେ ଲୋଚନ ଯାହାର)

[ସମ୍ପାଦନା]
୧. ବିରାଡ଼ି —୧. The cat.
୨. ବାଘ —୨. The tiger.

[ ଦ୍ର—ଅନ୍ଧାର ରାତିରେ ଏମାନଙ୍କ ଆଖି ଜୁଳୁଜୁଳୁ ହୋଇ ଜଳିଲା ପରି ଦେଖାଯାଉଥିବାରୁ ]

୩. (କର୍ମଧାରୟ) ରୋଷକଷାୟିତ ଲୋଚନ; ନାଲି ଆଖି — ୩. Eye redened with anger.

ବିଶେଷଣ -

[ସମ୍ପାଦନା]
୧. (ବହୁବ୍ରୀହି) ଉଜ୍ୱଳ ଚକ୍ଷୁ ବିଶିଷ୍ଟ — ୧. Having bright eyes.
୨. ନାଲି ଆଖିଆ; ଆରକ୍ତ ଲୋଚନ ବିଶିଷ୍ଟ — ୨. Having reddened eyes.