Jump to content

ଦୀପ୍ୟମାନ

ଉଇକିଅଭିଧାନ‌ରୁ

ଦୀପ୍ୟମାନ

ଉଚ୍ଚାରଣ

[ସମ୍ପାଦନା]
(ଦୀପ୍ୟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଦୀପ୍ ଧାତୁ+କତ୍ତୃ. ଶାନଚ୍)

[ସମ୍ପାଦନା]

ଶୋଭମାନ; ଦୀପ୍ତଶୀଳ; ଜାଜ୍ୱଲ୍ୟମାନ — Shining; brilliant; lustrous; radiant.