Jump to content

ଦୀପ ଆଡ଼ିଆ ପାହାଡ଼

ଉଇକିଅଭିଧାନ‌ରୁ

ଦୀପ ଆଡ଼ିଆ ପାହାଡ଼

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚିଲିକା କୂଳବର୍ତ୍ତୀ ଗୋଟିଏ କ୍ଷୁଦ୍ର ପାହାଡ଼ —Name of a hill near Chilkā.

[ଦ୍ରଷ୍ଟବ୍ୟ —ଏହା ଚିଲିକା ହ୍ରଦର ନିକଟରେ ଅବସ୍ଥିତ ପୂର୍ବେ ଏହାର ଶିରୋଦେଶରେ ପଥର ଉପରେ ଗୋଟିଏ ପ୍ରକାଣ୍ଡ ପ୍ରଦୀପ ଜଳୁଥିଲା ଏବଂ ତଦ୍ଦ୍ୱାରା ସମୁଦ୍ରରେ ଯାତାୟାତ କରୁଥିବା ଜାହାଜକୁ ଆଲୋକ ଦେଖାଯାଉଥିଲା ପ୍ରାଚୀନ ବୋଇତିଆଳମାନଙ୍କୁ ଏହା ସମୁଦ୍ର ମଧ୍ୟରେ ବାଟ ଦେଖାଉଥିଲା ଜଗବନ୍ଧୁ-ପ୍ରାଚୀନ ଉତ୍କଳ]