ଦୀପ ପେଲିବା
ଦେଖଣା
ଦୀପ ପେଲିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୀପ ପେଲିବା
|
(ଦୀପ ତେଜିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଦୀପର ଶିଖାକୁ ପ୍ରଖର କରିବାପାଇଁ ଅର୍ଥାତ୍ ଦୀପକୁ ଜଳାଇରଖିବା ପାଇଁ ଦୀପରେ ପଡ଼ିଥିବା ବଳିତାକୁ କାଠି ବା ଆଙ୍ଗୁଠିରେ ତେଜିବା — To trim a lamp.