ଦୀର୍ଘ

ଉଇକିଅଭିଧାନ ରୁ
Jump to navigation Jump to search

ଦୀର୍ଘ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ସଂସ୍କୃତ - ବିଶେଷଣ - (ଦ୍ରାଘ ଧାତୁ=ଲମ୍ୱ କରିବା; ଆୟତ୍ତ ହେବା+ଅ)[ସମ୍ପାଦନା]

୧. (ସମୟ ଓ ଆକାରରେ) ଲମ୍ୱା — ୧. Long; (in space and time); reaching far.
୨. ଡେଙ୍ଗା —୨. Tall.
୩. ଉଚ୍ଚ —୩. High; lofty.
୪. ବହୁତ; ଅଧିକ —୪. Excessive.
୫. ଆୟତ; ସୁଦୁର ବିସ୍ତୃତ — ୫. Extensive; extended; spacious.]
୬. ଗୁରୁ —୬. Heavy.
୭. ବିସ୍ତର; ବହତ୍; ବଡ଼ —୭. Great; large; big.
୮. ବହୁକାଳବ୍ୟାପୀ —୮. Extending over a long period.

୯ : ଗଭୀର (ନିଶ୍ୱାସ) —୯. Deep (breath)

ବିଶେଷ୍ୟ -[ସମ୍ପାଦନା]

୧. (ବ୍ୟାକରଣ) ଦ୍ୱିମାତ୍ରା ପରିମିତ ସ୍ୱରବର୍ଣ୍ଣ; ଗୁରୁସ୍ୱର; ଦ୍ୱିମାତ୍ରା ସ୍ୱର —୧. Long vowel.

(ଯଥା—ଆ, ଇ, ଊ, ଋ, ଏ, ଐ, ଓ, ଔ)

୨. (ଜ୍ୱୋତିଷ) ସିଂହ, ତୁଳ ଓ ବିଛାରାଶି — ୨. The names of the ୪th, ୬th, ୭th, and ୮th, signs of the zodiac (lion, virgin, balance and scorpion.)
୩. ଉଷ୍ଟ୍ର; ଓଟ —୩. Camel.
୪. ଦୂର ଭବିଷ୍ୟତ୍; ପରିଣାମ — ୪. Distant future; the end; the long run.
୫. ଲତାଶାଳ ଗଛ —୫. Name of a wild tree.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଦୈର୍ଘ୍ୟ —୧. Length.

ତହିଁରୁ ଆସ୍ତନ କେତେ ଦାର୍ଘ ପ୍ରତି ଅଟେ—ବ୍ରହ୍ମନିରୁପଣ ଗୀତା

୨. ପ୍ରାଚୀନ ଜଳଯାନବିଶେଷ — ୨. A kind of boat used in ancient India.

[ ଦ୍ର—ଭୋଜରାଜାଙ୍କ ଯୁକ୍ତକଳ୍ପତରୁ ଗ୍ରନ୍ଥରେ ଏହାର ବିଶେଷ ବିବରଣ ଦ୍ରଷ୍ଟବ୍ୟ ଜଗବନ୍ଧୁ—ପ୍ରାଚୀନ ଉତ୍କଳ ]