Jump to content

ଦୀର୍ଘକାର

ଉଇକିଅଭିଧାନ‌ରୁ

ଦୀର୍ଘକାର

ଉଚ୍ଚାରଣ

[ସମ୍ପାଦନା]

(ଦୀର୍ଘକୃତି—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଦୀର୍ଘ+ଆକାର; ବହୁବ୍ରୀହି)

[ସମ୍ପାଦନା]
୧. ଡେଙ୍ଗା; ଦୀର୍ଘ ଆକୃତିବିଶିଷ୍ଟ — ୧. Of high stature; tall.
୨. ଲମ୍ୱଡ଼ା —୨. Oblong.