Jump to content

ଦୀର୍ଘଜିହ୍ୱା

ଉଇକିଅଭିଧାନ‌ରୁ

ଦୀର୍ଘଜିହ୍ୱା

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — dīrghajhwā
  • ଆଇ.ପି.ଏ. — dˈɔ dˈiːɾɡʰikˌaɾ ɾˈɔ hˈʌlˈʌntɔ ɡʰˈɔ ɟˈɔ hɾˌɔʃʃoˈikaɾ hˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଦୀର୍ଘଜିହ୍ୱା+ଆ)

[ସମ୍ପାଦନା]

ଦୀର୍ଘଜିହ୍ୱର ସ୍ତ୍ରୀ ଲିଙ୍ଗ — Feminine of Dīrghajihwa

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ବିରୋଚନର କନ୍ୟା ରାକ୍ଷସୀବିଶେଷ (ଏହାକୁ ଇନ୍ଦ୍ର ବଧ କରିଥିଲେ) —୧. Name of a Demoness.
୨. କାର୍ତ୍ତୀକେୟଙ୍କ ଅନୁଚରୀ ମାତୃଗଣ ମଧ୍ୟରୁ ଏକତମା — ୨. One of the matron Deities, a feminine companion of Kārttikeya.