Jump to content

ଦୀର୍ଘଦଣ୍ଡ

ଉଇକିଅଭିଧାନ‌ରୁ

ଦୀର୍ଘଦଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୀର୍ଘ+ଦଣ୍ଡ; କର୍ମଧା)

[ସମ୍ପାଦନା]
୧. ଲମ୍ୱବାଡି — ୧. A long stick; a long staff.
୨. ଦୀର୍ଘକାଳବ୍ୟାପୀ ରାଜଦଣ୍ଡ —୨. A long term of punishment; long sentence.
୩. (ଦୀର୍ଘ+ଦଣ୍ଡ;ଯାହାର ବହୁବ୍ରୀହି)—ଗବଗଛ — ୩. The castor-seed plant.
୪. ତାଳ ଗଛ —୪. The palm tree.