Jump to content

ଦୀର୍ଘଦର୍ଶୀ

ଉଇକିଅଭିଧାନ‌ରୁ

ଦୀର୍ଘଦର୍ଶୀ

ଉଚ୍ଚାରଣ

[ସମ୍ପାଦନା]
(ଦୀର୍ଘଦର୍ଶିନି—ସ୍ତ୍ରୀ) 

(ଦୀର୍ଘଦର୍ଶିତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୀର୍ଘ+ଦୃଶ୍ ଧାତୁ+ଇନ୍;) ୧ମା. ୧ବ)

[ସମ୍ପାଦନା]
୧. ଦୁରଦର୍ଶୀ; ପରିଣାମଦର୍ଶୀ — ୧. Provident; far-seeing; far-sighted; prudent.
୨. ପ୍ରାଜ୍ଞ; ପଣ୍ଡିତ —୨. Learned; wise; sagacious.
୩. ଯେ ବହୁଦୁର ପର୍ଯ୍ୟନ୍ତ ଦେଖି ପାରେ — ୩. Long-sighted; who can look to very distant objects.

ବିଶେଷ୍ୟ -

[ସମ୍ପାଦନା]
୧. ଶକୁନି; ଶାଗୁଣା —୧. Vulture.
୨. ଭାଲୁ —୨. A bear.
୩. ପେଚା —୩. An owl.