Jump to content

ଦୀର୍ଘନାଦ

ଉଇକିଅଭିଧାନ‌ରୁ

ଦୀର୍ଘନାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ଯହିଁରୁ ଉଚ୍ଚ ଶବ୍ଦ ବାହାରେ — Loud sounding.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶଙ୍ଖ (ହିନ୍ଦୀ - ଶବ୍ଦସାଗର) —୧. Conch.


୨. କୁକ୍କୁର —୨. Dog (Apte).
୩. କୁକୁଡା —୩. Cock (Apte).