Jump to content

ଦୀର୍ଘନିଦ୍ରା

ଉଇକିଅଭିଧାନ‌ରୁ

ଦୀର୍ଘନିଦ୍ରା

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ଦୀର୍ଘ+ନିଦ୍ରା; କର୍ମଧା)

୧. ବହୁକାଳବ୍ୟାପୀ ନିଦ୍ରା — ୧. Long sleep.
୨. ମହାନିଦ୍ରା; ମୃତ୍ୟୁ —୨. Death; 'the sleep that knows no waking.'