ଦୀର୍ଘନିଶ୍ୱାସ
ଦେଖଣା
ଦୀର୍ଘନିଶ୍ୱାସ
ଉଚ୍ଚାରଣ
[ସମ୍ପାଦନା](ଦୀର୍ଘନିଃଶ୍ୱାସ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦୀଘ+ନିଶ୍ୱାସ; କର୍ମଧା)
[ସମ୍ପାଦନା]- ୧. ଶ୍ରମ ବା ଆସନ୍ନ ମୃତ୍ୟୁପୀଡାଜନିତ ଦୀର୍ଘକାଳବ୍ୟାପୀ ନିଶ୍ୱାସ; ଖରନିଶ୍ୱାସ —୧. Long breath; gasping.
- ୨. ଦୁଃଖଜନିତ ଦୀର୍ଘକାଳସ୍ଥାୟୀ ନିଶ୍ୱାସ — ୨. Sigh; long-drawn breath due to grief.