Jump to content

ଦୀର୍ଘପକ୍ଷ

ଉଇକିଅଭିଧାନ‌ରୁ

ଦୀର୍ଘପକ୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦୀର୍ଘ ଅଟେ ପକ୍ଷ ଯାହାର)

[ସମ୍ପାଦନା]

ଦୀର୍ଘପକ୍ଷବିଶିଷ୍ଟ; ଯାହାର ପକ୍ଷ ଲମ୍ୱ —Long-tailed.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ବହୁବ୍ରୀହି)—କଳିଙ୍ଗ ପକ୍ଷୀ (ହିନ୍ଦୀ - ଶବ୍ଦସାଗର)— ମୁନିଆଁ ଚଢେଇ —୧. The forktailed-Shrike Uroloncha Malabarica (Apte; M.W.)
୨. ଲମ୍ୱ ଡେଣା —୨. Long wing.