Jump to content

ଦୀର୍ଘପତ୍ର

ଉଇକିଅଭିଧାନ‌ରୁ

ଦୀର୍ଘପତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦୀର୍ଘ+ପତ୍ର)

[ସମ୍ପାଦନା]

ଯେଉଁ ବୃକ୍ଷ ଲତାଦିର ବଡ଼ ପତ୍ର ଥାଏ —Long-leafed.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ବହୁବ୍ରୀହି)—ରାଜପଲାଣ୍ଡ; ନାଲି ପିଆଜ; (ହିନ୍ଦୀ - ଶବ୍ଦସାଗର) —୧. Red onion.
୨. (ବହୁବ୍ରୀହି) ବଷ୍ଣୁକନ୍ଦ (ହିନ୍ଦୀ - ଶବ୍ଦସାଗର) — ୨. A bulbuons plant.
୩. (ବହୁବ୍ରୀହି) ହରିଦର୍ଭ; ଏକପ୍ରକାର କୁଶ (ହିନ୍ଦୀ - ଶବ୍ଦସାଗର) ୩. A kind of long-leafed Kuṡa grass.
୪. (ବହୁବ୍ରୀହି)—ଆଖୁ ଗଛ — ୪. The sugarcane plant (Apte).
୫. (ବହୁବ୍ରୀହି) ତାଳ ଗଛ — ୫. The palm tree (Apte).
୬. (ବହୁବ୍ରୀହି) କୋଚିଳା ଗଛ (ହିନ୍ଦୀ - ଶବ୍ଦସାଗର) — ୬. Strychnus Nuxvomica tree.
୭. (କର୍ମଧା) ଲମ୍ୱ ପତର —୭. Long leaf.