Jump to content

ଦୀର୍ଘପତ୍ରକ

ଉଇକିଅଭିଧାନ‌ରୁ

ଦୀର୍ଘପତ୍ରକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦୀର୍ଘପତ୍ର+କ)

[ସମ୍ପାଦନା]

ଦୀର୍ଘପତ୍ର (ଦେଖ) - Dīrgha patra (See)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନାଲି ରସୁଣ (ହିନ୍ଦୀ - ଶବ୍ଦସାଗର) — ୧. Red garlic.
୨. ଏରଣ୍ଡ; ଗବ ଗଛ (ହିନ୍ଦୀ - ଶବ୍ଦସାଗର) — ୨. The castor-oil seed plant.
୩. ବେତସ; ବେତ (ହିନ୍ଦୀ - ଶବ୍ଦସାଗର) — ୩. The Ratan-cane creeper.
୪. କରୀଳ (ହିନ୍ଦୀ - ଶବ୍ଦସାଗର) ୪. The Bamboo tree.
୫. ଜଳମଧୂକ (ହିନ୍ଦୀ - ଶବ୍ଦସାଗର) —୫. A species of Mahwa tree trowing near water.