ଦୀର୍ଘପତ୍ରା
ଦେଖଣା
ଦୀର୍ଘପତ୍ରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଦୀର୍ଘପତ୍ର+ସ୍ତ୍ରୀ. ଆ)
[ସମ୍ପାଦନା]ଦୀର୍ଘପତ୍ରର ସ୍ତ୍ରୀଲିଙ୍ଗ — Feminine of Dīrghapatra.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କେତକୀ (ହିନ୍ଦୀ - ଶବ୍ଦସାଗର) — ୧. The yellow flowered variety of screw- pine; Pandanus odoratissimus.
- ୨. ବଣ ଜାମୁ (ହିନ୍ଦୀ - ଶବ୍ଦସାଗର) — ୨. The wild variety of Blackberry tree.
- ୩. ଚିତ୍ରପର୍ଣ୍ଣୀ (ହିନ୍ଦୀ - ଶବ୍ଦସାଗର) — ୩. A kind of plant.
- ୪. ଶାଳପର୍ଣ୍ଣୀ (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୪. Ṡāḻaparṇṇī (See)