Jump to content

ଦୀର୍ଘପତ୍ରିକା

ଉଇକିଅଭିଧାନ‌ରୁ

ଦୀର୍ଘପତ୍ରିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଦୀର୍ଘପତ୍ରକ+ସ୍ତ୍ରୀ. ଆ)

[ସମ୍ପାଦନା]

ଦୀର୍ଘପତ୍ର (ଦେଖ) - Dīrghapatra (See)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଧଳା ବଚ (ହିନ୍ଦୀ - ଶବ୍ଦସାଗର) — ୧. The white-rooted variety of Oris plant.
୨. ଘୃତକୁମାରୀ (ହିନ୍ଦୀ - ଶବ୍ଦସାଗର) —୨. Aloes.
୩. ଶ୍ୱେତ ପୁନର୍ନବା (ହିନ୍ଦୀ - ଶବ୍ଦସାଗର) —୩. Hogweed.
୪. ଶାଳପର୍ଣ୍ଣୀ (ହିନ୍ଦୀ - ଶବ୍ଦସାଗର) (ଦେଖ) - ୪. Ṡāḻaparṇṇī (See)