Jump to content

ଦୀର୍ଘପାଦ

ଉଇକିଅଭିଧାନ‌ରୁ

ଦୀର୍ଘପାଦ

ଉଚ୍ଚାରଣ

[ସମ୍ପାଦନା]

ଦୀର୍ଘପାଦୀ, ଦୀର୍ଘପଦାସ୍ତ୍ରୀ

ସଂସ୍କୃତ - ବିଶେଷଣ - (ଦିର୍ଘ+ପାଦ; ବହୁବ୍ରୀହି

[ସମ୍ପାଦନା]

ଯାହାର ଲମ୍ୱ ଗୋଡ଼ ଅଛି; ଲମ୍ୱପାଦିଆ; ତେଣ୍ଟେଇଗୋଡ଼ିଆ — Long-legged; long-footed.

ବିଶେଷ୍ୟ -

[ସମ୍ପାଦନା]

 : ବଢ଼ିଆକାଙ୍କ — ୧. The Adjutant bird.

୨. ସାରସ (ହିନ୍ଦୀ - ଶବ୍ଦସାଗର) —୨. The Crane.